Please turn JavaScript on
nandighoshatv icon

nandighoshatv

Follow Nandighoshatv's news and updates in a matter of seconds! We will deliver any update via email, phone or you can read them from here on the site on your own news page.

You can even combine different feeds with the feed for Nandighoshatv.

Subscribing and unsubscribing is fast, easy and risk free.

The whole service is free of cost.

Nandighoshatv: ନନ୍ଦିଘୋଷ ଟିଭି

Is this your feed? Claim it!

Publisher:  Unclaimed!
Message frequency:  5.63 / day

Message History

ନନ୍ଦିଘୋଷ ବ୍ୟୁରୋ : ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁମାନଙ୍କର କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ନୀତି ମଧ୍ୟ ସମାପନ କରାଯାଇଥିଲା। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ। ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଏହି ଦୁର୍ଲଭ ବେଶ ରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଧ କରୁଥିବା ବେଶରେ ସଜ୍ଜିତ ହେବେ। ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋ...


Read full story

ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳ ପୋଲିସ୍ ପକ୍ଷରୁ ଯୋର୍ ଧରିଲା ନିଶାମୁକ୍ତ ଓ ଅପରାଧ ମୁକ୍ତ କନ୍ଧମାଳ ଅଭିଯାନ । ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗଞ୍ଜେଇ ସହ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ୍ । ୩  ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୨ କେଜି ଗଞ୍ଜେଇ ସହ ୨ ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ୍ । ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ଥାନା ତିଲପଡ...


Read full story

ନନ୍ଦିଘୋଷ ବ୍ୟୁରୋ : ଆସୁଛି ଗଣେଶ ପୂଜା । ଆଦ୍ୟପୂଜ୍ୟଙ୍କ ଆରାଧନାରୁ ଆରମ୍ଭ ହେବ ପାର୍ବଣ ଋତୁ । ଏଥିପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ସହର । ବିଭିନ୍ନ ସ୍ଥାନରେ ଭଳିକି ଭଳି ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି କାରିଗର । ମାଟି, ପାଣି, କୁଣ୍ଡା, କପଡା, ପାଳ ଆଦି ମିଶ୍ରଣରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି  l ସରଗୁଲରେ ଗୋଟିଏ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଦିନ ରାତି ଏକ କରି ମୂର୍ତ୍ତି ଗଢୁଛନ୍ତି । ଗ୍ରାହକଙ୍କ ଡ...


Read full story

ନନ୍ଦିଘୋଷ ବ୍ୟୁରୋ : ଐତିହ୍ୟ ତଥା ବିଶ୍ଵାସର ପ୍ରତୀକ । ପୁରାତନ ଗାଥା ବଖାଣୁଛି ବାଲ୍ମୀକି ଗୁମ୍ଫା । ତଥାପି ମିଳୁନି ପର୍ଯ୍ୟଟନସ୍ଥଳୀ ମାନ୍ୟତା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାରୁଣାବନ୍ତ ପାହାଡ ଶୀର୍ଷରେ ରହିଛି ବାଲ୍ମୀକି ଗୁମ୍ଫା । ଯାହାକୁ ବାଜେଣି ଗୁମ୍ଫା ମଧ୍ୟ କୁହାଯାଏ । ଏହି ଗୁମ୍ଫାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । କୁହାଯାଏ ଏଠାକୁ ମହର୍ଷି ବାଲ୍ମୀକି ଆସିଥିଲେ । ଏଠାରେ ରହି ତପସ୍ୟା ମଧ୍ୟ କରିଥିଲେ । ସେହି କିମ୍ବଦନ୍ତୀକୁ ନେଇ ଏଠାରେ ବା...


Read full story

ନନ୍ଦିଘୋଷ ବ୍ୟୁରୋ : ଦୁର୍ଘଟଣା ଖୋଲିଦେଲା ରାସ୍ତା ଦୁର୍ନୀତିର ଗୁମର । ୪ ମାସ ଗଲାନି ୧୦ କୋଟି ଟଙ୍କାର ରାସ୍ତା । ମରଣଯନ୍ତା ପାଲଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର-ତାଳଚୁଆ ପୂର୍ତ୍ତ ବିଭାଗ ରାସ୍ତା । ଖୋଳା ଠାରୁ ରଗଡାପାଟିଆ ୪ କିମି ରାସ୍ତା ପାଇଁ ୨୦୨୨ ମସିହାରେ ୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଗତ ମାର୍ଚ୍ଚ ମାସରେ କାମ ଶେଷ ହୋଇଛି । ହେଲେ ଅଧିକାଂଶ ରାସ୍ତା କଡ଼ରେ ମାଟି କି ମୋରମ ପଡ଼ିନି । ଅନେକ ସ୍ଥାନରେ ରାସ୍ତା ଦବିବା ସହ ବିରାଟ ବିରା...


Read full story