ଗଞ୍ଜାମ ଜିଲ୍ଲାର କେଶପୁର ବଜାରରେ ଏକ ଗ୍ରୋସରୀ ଦୋକାନରେ ଅଗ୍ନିକାଣ୍ଡ। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
Ganjam grocery shop fire has caused massive damage after a major blaze broke out at a grocery store in Kespur Market, Odisha. According to initial reports, the fire is suspected to have been triggered by ...