Please turn JavaScript on
Dharitrifeed icon

Dharitrifeed

Want to know the latest news and articles posted on Dharitrifeed?

Then subscribe to their feed now! You can receive their updates by email, via mobile or on your personal news page on this website.

See what they recently published below.

Website title: Odia News Online, Odisha Latest Breaking News, Current Headlines: Dharitri

Is this your feed? Claim it!

Publisher:  Unclaimed!
Message frequency:  89.39 / day

Message History

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେ ବିଚାରପତିଙ୍କୁ ଚିକିତ୍ସା ପାଇଁ ଅନୁମତି ମାଗିବା ସହ ତାଙ୍କ ସାଥୀ ଓକିଲ ତାଙ୍କ ମାମଲାକୁ ଆଗକୁ ନେବା ପାଇଁ କହିଥିଲେ। ତୁରନ୍ତ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଓକିଲ ହ...


Read full story

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି ପଚାରୁଥିଲେ ଯେ ‘ଯନ୍ତର-ମନ୍ତର ସିଜିନ୍-୨’ କେବେ ଆରମ୍ଭ ହେବ? ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଯନ୍ତର-ମନ୍ତର ସିଜିନ୍-୨ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏଥର ସେ କେଉଁ ପ୍ରସଙ୍ଗକୁ ନେଇ ସ୍ୱର ଉତ୍ତୋଳନ କରିବେ ସେ ନେଇ ଦୀପକେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।  ତଥା...


Read full story

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ ସାମଗ୍ରୀ ଜବତ କରିଛି। ବୁଧବାର ସକାଳେ ଏନ୍‌ଏଚ-୨୩୬ର ୩ ନମ୍ବର ନିକଟରେ ଓଡି-୦୭-ଏୟୁ-୨୯୭୨ ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରକ୍‌କୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା।
ଯାଞ୍ଚ ବେଳେ ଟ୍ରକ୍‌ରୁ ‘ଆର୍‌ଏସ୍‌ ପାନ ମସଲା/ସାଫ୍ରନ କେଶର’ ଲେଖା ଥିବା ବହୁ ପ୍ୟାକେଟ ଓ ବ୍ୟାଗ...


Read full story

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ ଫଟୋ ଯାହାର ପ୍ରମାଣ ଦେଉଛି। ଯେଉଁଠି ଏକ ବାଘ ନିରୀହ ହରିଣକୁ ଖିନ୍‌ଭିନ୍‌ କରି ଖାଉଛି। ଏହି ଭିଡିଓ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକାଶ ଯେ,ନନ୍ଦନକାନନ ବାଘ ସଫାରୀରେ ପର୍ଯ୍ୟଟକ ସଫାରୀ ଗାଡ଼ିରେ ବୁଲୁଥିବା ବେଳେ ସଫାରୀ ଭିତରେ ହଠା...


Read full story

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ ୧୨ରେ ହେବାକୁ ଥିବା ସୂର୍ଯ୍ୟପରାଗ (Total Solar Eclipse) ପାଇଁ ୟୁରୋପରେ ଅନେକ ସ୍ୱତନ୍ତ୍ର ବିମାନ ଉଡ଼ାଣର ବ୍ୟବସ୍ଥା କରାଯାଇଛି । ଏହି ବିମାନଗୁଡ଼ିକରେ ଯାତ୍ରୀମାନଙ୍କ ସହିତ ଜ୍ୟୋତିର୍ବିଦମାନେ (Astronomers) ଏବଂ ଏଷ୍ଟ୍ରୋ-ଫଟୋଗ୍ରାଫରମାନେ ମଧ୍ୟ ଉପସ୍ଥିତ ରହିବେ।

ଏହି ଉଡ଼ାଣଗୁଡ଼ିକର ମ...


Read full story